# General Information: ଏଠାରେ ଲେଖକ ଗୀତସଂହିତାରୁ ଉଦ୍ଧୃତ କରି ଦେଖାଇବାକୁ ଚାହାନ୍ତି ଯେ ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁଙ୍କର ଶିକ୍ଷା ଭାବବାଦୀଙ୍କ ଦ୍ବାରା ଏହି ବାକ୍ୟ ସଫଳ ହୁଏ I # All these things Jesus said to the crowds in parables; and he said nothing to them without a parable ଉଭୟ ବାକ୍ୟର ଅର୍ଥ ସମାନ I ସେଗୁଡିକ ଗୁରୁତ୍ବାରୋପ କରିବା ସଂଯୁକ୍ତ ହୁଅନ୍ତି ଯେ ଯୀଶୁ ଲୋକସମୁହକୁ କେବଳ ଦୃଷ୍ଟାନ୍ତ ଦ୍ବାରା ଶିକ୍ଷା ଦେଲେ I (ଦେଖ: [[rc://*/ta/man/translate/figs-parallelism]]) # All these things ଏହା ଯୀଶୁ [ମାଥିଉ ୧୩:୧] (../13/01.md)ର ଆରମ୍ଭରେ ଯାହା ଶିକ୍ଷା ଦେଲେ ତାହାକୁ ବୁଝାଏ I # he said nothing to them without a parable ସେ ଉପମା ବିନା ସେମାନଙ୍କୁ କିଛି କହୁ ନଥିଲେ I ନାସ୍ତିବାଚକ ଦ୍ବୟ ଆସ୍ତିକବାଚ୍ୟ ଭାବରେ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଉପମା ମାଧ୍ୟମରେ ସମସ୍ତ ବିଷୟ ଶିକ୍ଷା ଦେଲେ” (ଦେଖ: [[rc://*/ta/man/translate/figs-doublenegatives]])