# General Information: ୧୪ ପଦରେ, ଯୀଶୁଙ୍କ ଶିକ୍ଷାରେ ଭାବବାଣୀର ସଫଳତା ବୁଝିବା ନିମନ୍ତେ ଲୋକମାନଙ୍କ ଅସଫଳତା ଦେଖାଇବା ନିମନ୍ତେ ଯୀଶୁ ଯିଶାଇୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କରୁଛନ୍ତି I # Connecting Statement: ସେ କାହିଁକି ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେଲେ ତାହା ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଇବା ଜାରି ରଖିଛନ୍ତି I # to them ... they “ସେମାନଙ୍କର” ଓ “ସେମାନେ” ସମସ୍ତ ବାକ୍ୟ ଲୋକସମୁହକୁ ବୁଝାଏ I # Though they are seeing, they do not see; and though they are hearing, they do not hear, or understand. ଯୀଶୁ ଶିଷ୍ୟମାନଙ୍କୁ କହିବା ନିମନ୍ତେ ଓ ଗୁରୁତ୍ବାରୋପ କରିବା ନିମନ୍ତେ ଏହି ସମାନ୍ତରାଳ ବାକ୍ୟ ବ୍ୟବହାର କରନ୍ତି ଯେ ଲୋକସମୁହ ଈଶ୍ବରଙ୍କ ସତ୍ୟତାକୁ ବୁଝିବା ନିମନ୍ତେ ଅଗ୍ରାହ୍ୟ କଲେ I (ଦେଖ: [[rc://*/ta/man/translate/figs-parallelism]]) # Though they are seeing ସାମ୍ଭାବିତ ଅର୍ଥଗୁଡିକ ୧) ଏହା ଯୀଶୁ କଅଣ କରୁଛନ୍ତି ସେମାନେ ଦେଖିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦ୍ୟପି ମୁଁ କଅଣ କରୁଛି ସେମାନେ ଦେଖନ୍ତି” କିମ୍ବା ୨) ଏହା ସେମାନଙ୍କର ଦେଖିବା କ୍ଷମତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦ୍ୟପି ସେମାନେ ଦେଖିବାକୁ ସକ୍ଷମ ଅଟନ୍ତି” # they do not see ଏଠାରେ “ଦେଖ” ବୁଝିବାକୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ସେମାନେ ବୁଝିଲେ ନାହିଁ” (ଦେଖ: [[rc://*/ta/man/translate/figs-metaphor]]) # though they are hearing ସାମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଯାହା ଶିକ୍ଷା ଦେଲେ ଏହା ସେମାନଙ୍କୁ ଶୁଣିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦ୍ୟପି ମୋହର କଥା ସେମାନେ ଶୁଣନ୍ତି” କିମ୍ବା ୨) ଏହା ସେମାନଙ୍କର ଶୁଣିବା ଦକ୍ଷତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦିଓ ସେମାନେ ଶୁଣିବା ନିମନ୍ତେ ସକ୍ଷମ ଅଟନ୍ତି” # they do not hear ଏଠାରେ “ଶୁଣିବା” ଉତ୍ତମଭାବେ ଶୁଣିବାକୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ସେମାନେ ଭାଲରୁପେ ଶୁଣନ୍ତି ନାହିଁ” କିମ୍ବା “ସେମାନେ ଧ୍ୟାନ ଦିଅନ୍ତି ନାହିଁ” (ଦେଖ: [[rc://*/ta/man/translate/figs-metaphor]])