# the house of God ଦାଉଦଙ୍କ ସମୟରେ ଯେତେବେଳେ ମନ୍ଦିର ନିର୍ମାଣ ହୋଇ ନଥିଲା I ଅନ୍ୟ ଏକ ଅନୁବାଦରେ: “ସମାଗମ ତମ୍ବୁ” କିମ୍ବା “ଈଶ୍ବରଙ୍କ ଉପାସନା ସ୍ଥଳ” # bread of the presence ଏହା ଦର୍ଶନୀ ରୋଟୀ ଅଟେ ଯାହା ସମାଗମ ତମ୍ବୁରେ ଯାଜକମାନେ ଈଶ୍ବରଙ୍କ ସମ୍ମୁଖରେ ସ୍ଥାପନ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯାଜକମାନେ ଯେଉଁ ରୋଟୀକୁ ଈଶ୍ବରଙ୍କ ସମ୍ମୁଖରେ ସ୍ଥାପନ କରୁଥିଲେ” କିମ୍ବା “ଦର୍ଶନୀ ରୋଟୀ” (ଦେଖ: [[rc://*/ta/man/translate/figs-explicit]]) # those who were with him ଯେଉଁ ଲୋକମାନେ ଦାଉଦଙ୍କ ସହିତ ଥିଲେ # but lawful only for the priests କିନ୍ତୁ, ବିଦ୍ଧି ଅନୁସାରେ, ଏହାକୁ କେବଳ ଯାଜକ ଭୋଜନ କରିପାରିବେ