# You will be hated by everyone ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତଙ୍କ ଦ୍ବାରା ଘୃଣିତ ହେବ” କିମ୍ବା “ସମସ୍ତ ଲୋକମାନେ ତୁମମାନଙ୍କୁ ଘୃଣା କରିବେ” (ଦେଖ:[[rc://*/ta/man/translate/figs-activepassive]]) # You ଏହା ବହୁବଚନ ଅଟେ ଓ ବାରଜଣ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ:[[rc://*/ta/man/translate/figs-you]]) # because of my name ଏଠାରେ “ନାମ” ସମଗ୍ର ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସକାଶେ” କିମ୍ବା “ଯେହେତୁ ତୁମେ ମୋତେ ଭରସା କରିଛ” (ଦେଖ:[[rc://*/ta/man/translate/figs-metonymy]]) # whoever endures ଯେ ଧୈର୍ଯ୍ୟଧରି ରହିବ # to the end ଏହା ସ୍ପଷ୍ଟ ନୁହେଁ ଯେ “ଶେଷ” ଅର୍ଥାତ ଯେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବ, ଯେତେବେଳେ ତାଡନା ଶେଷ ହେବ, କିମ୍ବା ଯେଉଁ ସମୟରେ ଈଶ୍ବର ଆପଣାକୁ ରାଜା ଭାବେ ପ୍ରକାଶିତ କରିବେ I ମୁଖ୍ୟ ବିଷୟ ଏହା ଯେ ଯେପର୍ଯ୍ୟନ୍ତ ଆବଶ୍ୟକ ହୁଏ ସେମାନେ ଧୈର୍ଯ୍ୟଧରି ରହିବେ I # that person will be saved ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେହି ବ୍ୟକ୍ତିଙ୍କୁ ପରିତ୍ରାଣ କରିବେ” (ଦେଖ:[[rc://*/ta/man/translate/figs-activepassive]])