# Truly I say to you ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ କ’ଣ କହିବେ ତାହାକୁ ଗୁରୁତ୍ବାରୋପ କରେ I # it shall be more tolerable ଦଶା ସହନିୟ ହେବ # the land of Sodom and Gomorrah ଏହା ସଦୋମ ଓ ହମୋରା ବାସକରୁ ଥିଵା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସଦୋମ ଓ ହମୋରା ନଗରରେ ବାସକରୁଥିଵା ଲୋକମାନେ” (ଦେଖ:[[rc://*/ta/man/translate/figs-metonymy]]) # that city ଏହା ନଗରରେ ଲୋକମାନଙ୍କୁ ବୁଝାଏ ଯେଉଁମାନେ ପ୍ରେରିତମାନଙ୍କୁ ଗ୍ରହଣ କଲେ ନାହିଁ କିମ୍ବା ସେମାନଙ୍କର ପ୍ରଚାର ଶୁଣିଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ନଗରର ଲୋକମାନେ ଯେଉଁମାନେ ତୁମକୁ ଗ୍ରହଣ କଲେ ନାହିଁ” (ଦେଖ:[[rc://*/ta/man/translate/figs-metonymy]])