# even Solomon ... was not clothed like one of these ଯୀଶୁ କ୍ଷେତ୍ରର କଇଁ ଫୁଲଗୁଡିକ ବିଷୟରେ କହୁଛନ୍ତି ଯେପରି ସେଗୁଡିକ ଲୋକମାନଙ୍କ ପରି ବସ୍ତ୍ର ପିନ୍ଧନ୍ତି I କ୍ଷେତ୍ରରେ ଥିବା ଗଚ୍ଛଗୁଡିକର ସୁନ୍ଦରତା ଓ ରଙ୍ଗବେରଙ୍ଗର ଫୁଲଗୁଡିକ ନିମନ୍ତେ ପୁଷ୍ପଗୁଡିକର ବସ୍ତ୍ରାନ୍ବିତ ଜେଵ ଏକ ରୁପକ ଅଟେ I (ଦେଖ: [[rc://*/ta/man/translate/figs-personification]] ଓ [[rc://*/ta/man/translate/figs-metaphor]]) # I say to you ଏହା ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାକୁ ଗୁରୁତ୍ବାରୋପ କରେ I # was not clothed like one of these ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ସେମାନେ ପୁଷ୍ପ ସଦୃଶ ବସ୍ତ୍ର ପରିଧାନ କରନ୍ତିନାହିଁ “ (ଦେଖ: [[rc://*/ta/man/translate/figs-activepassive]])