# General Information: ଶିଷ୍ୟମାନେ ଯୀଶୁଙ୍କୁ ତାଙ୍କର ଶିକ୍ଷା ସମ୍ପର୍କରେ ଏକ ପ୍ରଶ୍ନ ପଚାରନ୍ତି ଓ ସେ ସେମାନଙ୍କୁ ଉତ୍ତର ଦିଅନ୍ତି I # Where, Lord? ପ୍ରଭୁ, କେଉଁଠାରେ ଏହା ଘଟିବ ? # Where the body is, there also the vultures will be gathered together ଆପାତତଃ, ଏହା ଏକ ପ୍ରବାଦ ଅଟେ ଯାହାର ଅର୍ଥ “ଏହା ଅବଶ୍ୟ ଘଟିବ” ବା “ଯେତେବେଳେ ଏହା ଘଟିବ ସେତେବେଳେ ତୁମ୍ଭେମାନେ ଏହା ଜାଣିବ I” ଶାଗୁଣାମାନେ ଯେଭଳି ଭାବରେ ଏକାଠି ହୁଅନ୍ତି ତାହା ଦର୍ଶାଏ ଯେ ସେଠାରେ କୌଣସି ଏକ ମୃତ ଶରୀର ରହିଛି, ତେଣୁ ଏହି ବିଷୟଗୁଡିକ ଦର୍ଶାଏ ଯେ ମନୁଷ୍ୟପୁତ୍ର ଆସୁଛନ୍ତି” (ଦେଖ: [[rc://*/ta/man/translate/writing-proverbs]]) # the vultures ଶାଗୁଣାମାନେ ବିଶାଳ ପକ୍ଷୀ ଅଟନ୍ତି ଯେଉଁମାନେ ଏକତ୍ର ଉଡନ୍ତି ଏବଂ ସେମାନେ ପାଉଥିବା ପଶୁଗୁଡିକର ମୃତ ଶରୀରର ମାଂସ ଖାଆନ୍ତି I ତୁମେ ଏହି ପକ୍ଷୀଗୁଡିକୁ ଏପରି ଭାବରେ ବର୍ଣ୍ଣନା କରି ପାରିବ ବା ଏହା କରିବା ପାଇଁ ସ୍ଥାନୀୟ ପକ୍ଷୀମାନଙ୍କ ପାଇଁ ଥିବା ଶବ୍ଦ ବ୍ୟବହାର କରି ପାରିବ I (ଦେଖ: [[rc://*/ta/man/translate/translate-unknown]])