# Connecting Statement: ଏହାକୁ ସ୍ପଷ୍ଟ କରି ଯେ ପାପ ନିମନ୍ତେ କେବଳ ଏକମାତ୍ର ବଳିଦାନ ଅଛି, ଲେଖକ ମନ୍ଦିରର ମହାପବିତ୍ର ସ୍ଥାନର ପ୍ରତିଛବି ସମ୍ବନ୍ଧରେ କହିବା ଜାରି ରଖିଛନ୍ତି, ଯେଉଁଠିକି କେବଳ ମହାଯାଜକ ପ୍ରତ୍ୟେକ ବର୍ଷ ପାପ ନିମନ୍ତେ ବଳିଦାନର ରକ୍ତନେଇ ପ୍ରବେଶ କରିପାରନ୍ତି I ସେ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ବର୍ତ୍ତମାନ ସେମାନେ ଈଶ୍ବରଙ୍କୁ ତାହାଙ୍କ ଉପସ୍ଥିତିରେ ଉପାସନା କରୁଛନ୍ତି, ଯେପରି ସେମାନେ ମହାପବିତ୍ର ସ୍ଥାନରେ ଠିଆ ହୋଇ ଅଛନ୍ତି I # brothers ଏଠାରେ ଏହାର ଅର୍ଥ ପୁରୁଷ ହେଉ କି ସ୍ତ୍ରୀ ସମସ୍ତେ ଖ୍ରୀଷ୍ଟରେ ବିଶ୍ବାସୀ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଭ୍ରାତା ଓ ଭଗ୍ନୀଗଣ” କିମ୍ବା “ସହ ବିଶ୍ବାସୀଗଣ” (ଦେଖ: [[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-gendernotations]]) # the most holy place ଏହାର ଅର୍ଥ ଈଶ୍ବରଙ୍କ ଉପସ୍ଥିତି, ପୁରାତନ ଆବାସ ତମ୍ବୁରେ ଥିବା ମହା ପବିତ୍ର ସ୍ଥାନ ନୁହେଁ I (ଦେଖ: [[rc://*/ta/man/translate/figs-metaphor]]) # by the blood of Jesus ଏଠାରେ “ଯୀଶୁଙ୍କ ରକ୍ତ” ଯୀଶୁଙ୍କର ମୃତ୍ୟୁକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])