# They will perish ଆକାଶମଣ୍ଡଳ ଓ ପୃଥିବୀ ଲୋପ ପାଇବ କିମ୍ବା ଆକାଶମଣ୍ଡଳ ଓ ପୃଥିବୀ ଆଉ ରହିବ ନାହିଁ” # wear out like a piece of clothing ଲେଖକ ଆକାଶମଣ୍ଡଳ ଓ ପୃଥିବୀ ବିଷୟରେ କହନ୍ତି ଯେପରି ସେଗୁଡିକ ଏକ ବସ୍ତ୍ର ଖଣ୍ଡ ଥିଲେ ଯାହା ସମୟାନୁକ୍ରମେ ଜୀର୍ଣ୍ଣହୋଇ ଅଦରକାରୀ ହୋଇଯିବେ I (ଦେଖ: [[rc://*/ta/man/translate/figs-simile]])