# plants seed to his own sinful nature ଚାରା ରୋପଣ କରିବା ଏମିତି ଏକ କାର୍ଯ୍ୟ ନିମନ୍ତେ ଏକ ରୁପକ ଅଟେ ତାହାର ପରିଣାମ ପରବର୍ତ୍ତୀ ସମୟରେ ପ୍ରାପ୍ତ ହେବ । ଏହି ଘଟଣାରେ, ବ୍ୟକ୍ତି ନିଜର ପାପୀ ସ୍ବଭାବର କାରଣରୁ ପାପ କର୍ମ କରୁଛି । ଅନ୍ୟ ଏକ ଅନୁବାଦରେ: ""ନିଜର ପାପ ସ୍ବଭାବ କାରଣରୁ ସେ ଯାହା ଚାହୁଛି ତାହାର ଅନୁସାରେ ଚାରା ଲଗାଏ’’ କିମ୍ବା ""ନିଜର ପାପ ସ୍ବଭାବ କାରଣରୁ ସେ ଯାହା କରିବାକୁ ଚାହାନ୍ତି ତାହା କରନ୍ତି’’ (ଦେଖ: [[rc://*/ta/man/translate/figs-metaphor]]) # will gather in destruction ଈଶ୍ବର ଜଣେ ବ୍ୟକ୍ତିକୁ ଦଣ୍ଡ ଦେବା ବିଷୟରେ କୁହାଯାଏ ଯେପରିକି ସେହି ବ୍ୟକ୍ତି ଫସଲ ଅମଳ କରୁଛି । ଅନ୍ୟ ଏକ ଅନୁବାଦରେ: ""ସେ ଯାହା କରିଛି ସେଥିପାଇଁ ଦଣ୍ଡ ମିଳିବ” (ଦେଖ: [[rc://*/ta/man/translate/figs-metaphor]]) # plants seed to the Spirit ବିଜ ଲଗାଇବା କାର୍ଯ୍ୟ କରିବା ନିମନ୍ତେ ଏକ ରୁପକ ଅଟେ ଯାହାର ପରିଣାମ ପରବର୍ତ୍ତୀ ସମୟରେ ପ୍ରାପ୍ତ ହୁଏ । ଏହି ଘଟଣାରେ, ବ୍ୟକ୍ତି ଉତ୍ତମ କାର୍ଯ୍ୟ କରୁଛି କାରଣ ସେ ଈଶ୍ବରଙ୍କ ଆତ୍ମାଙ୍କଠାରୁ ଶନେ । ଅନ୍ୟ ଏକ ଅନୁବାଦରେ: ""କ’ଣ ଏହି ବିଷୟକୁ ଈଶ୍ବରଙ୍କ ଆତ୍ମା ପ୍ରେମ କରନ୍ତି’’ (ଦେଖ: [[rc://*/ta/man/translate/figs-metaphor]]) # will gather in eternal life from the Spirit ଈଶ୍ବରଙ୍କ ଆତ୍ମାଠାରୁ ପୁରସ୍କାର ରୂପରେ ଆନନ୍ତଜୀବନ ପ୍ରାପ୍ତ କରିବା