# Connecting Statement: ପାଉଲ ଗାଲତୀୟ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ଅବ୍ରାହାମ ବିଶ୍ବାସ ଦ୍ବାରା ଧାର୍ମିକତା ପ୍ରାପ୍ତ କରିଥିଲେ ଏବଂ ବ୍ୟବସ୍ଥା ଦ୍ବାରା ନୁହେଁ । # it was credited to him as righteousness ଅବ୍ରାହାମ ଈଶ୍ବରଙ୍କଠାରେ ବିଶ୍ବାସ କରିବା ଈଶ୍ବର ଦେଖିଲେ, ତେଣୁ ଈଶ୍ବର ଅବ୍ରାହାମକୁ ଧାର୍ମିକ ଗଣିତ କଲେ ।