# Have you suffered so many things for nothing ... ? ପାଉଲ ଗାଲାତୀୟ ଲୋକମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଯେ ଯେତେବେଳେ ସେମାନେ ତାଡନା ଭୋଗ କରୁଥିବା ସମୟରେ ସେମାନେ ବିଶ୍ବାସ କରୁଥିଲେ ଯେ ସେମାନେ ସମାନ ଲାଭ ପ୍ରାପ୍ତ କରିବେ । ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରୂପେ ତୁମେ ଭାବି ନଥିବ ଯେ ତୁମେମାନେ କିଛି ନଥିବା ବିଷୟରେ ବହୁତ କିଛି ବିଷୟରେ ତାଡନା ସହ୍ୟ କରିଅଚ୍ଛ ... !"" କିମ୍ବା “ନିଶ୍ଚିତରୂପେ ତୁମେ ଜାଣିଥିଲ ଯେ ଅନେକ ବିଷୟରେ ପିଡିତ ହେବାରେ କିଛି ଭଲ ଉଦ୍ଦେଶ୍ୟ ଥିଲା ... !"" (ଦେଖ: [[rc://*/ta/man/translate/figs-rquestion]]) # Have you suffered so many things for nothing ଏହା ସ୍ପଷ୍ଟରୁପେ କୁହାଯାଇପାରିବ ଯେ ସେମାନଙ୍କୁ ଏହି ବିଷୟଗୁଡିକ ସହ୍ୟ କଲେ କାରଣ ଯେଉଁ ଲୋକମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ନିମନ୍ତେ ସେମାନଙ୍କୁ ବିରୋଧ କରିଥିଲେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ କି ସେହି ଲୋକମାନଙ୍କ ଦ୍ବାରା ଅନେକ ବିଷୟ ନିମନ୍ତେ କ୍ଲେଶ ସହ୍ୟ କରିଛ ଯେଉଁମାନେ କୌଣସି ବିଷୟ ନିମନ୍ତେ ଖ୍ରୀଷ୍ଟଙ୍କଠାରେ ତୁମର ବିଶ୍ବାସ ଦେଖି ବିରୋଧ କରିଛନ୍ତି” କିମ୍ବା “ତୁମେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଅଛ, ଏବଂ ତୁମେମାନେ ଅନେକ ବିଷୟରେ କ୍ଲେଶ ସହ୍ୟ କରିଅଛ ଯେଉଁମାନେ ଖ୍ରୀଷ୍ଟଙ୍କ ବିରୋଧ କରନ୍ତି । ତୁମର କି ବିଶ୍ବାସ ଏବଂ ତାଡ଼ନା କୌଣସି ଲାଭ ଦାୟକ ନଥିଲା” (ଦେଖ: [[rc://*/ta/man/translate/figs-explicit]]) # for nothing ଅବ୍ୟବହାରିକ ବା “କିଛି ଉତ୍ତମ ବିଷୟ ପ୍ରାପ୍ତ ହେବା ନିମନ୍ତେ ପ୍ରତ୍ୟାଶା ନକରିବା” # if indeed it was for nothing? ସମ୍ଭାବିତ ଅର୍ଥଗୁଡିକ ୧) ପାଉଲ ବୃଥାରେ ସେମାନଙ୍କ ଅନୁଭୁତି ବ୍ୟର୍ଥ ନହେବା ନିମନ୍ତେ ସେମାନଙ୍କୁ ଚେତାବନୀ ଦେଇ ଏହି ଅଳଙ୍କାରିକ ପ୍ରଶ୍ନର ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ଏହାକୁ ବୃଥା ହେବା ନିମନ୍ତେ ଦିଅନାହି !” କିମ୍ବା “ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ବନ୍ଦ କର ନାହିଁ ଏବଂ ତୁମମାନଙ୍କର ତାଡ଼ନା ଅନ୍ୟଥା ନହେଉ ।” କିମ୍ବା ୨) ପାଉଲ ସେମାନଙ୍କୁ ନିଶ୍ଚିତ କରିବା ନିମନ୍ତେ ଏହି ପ୍ରଶ୍ନର ବ୍ୟବହାର କରୁଛନ୍ତି ଯେ ସେମାନଙ୍କ ବ୍ୟର୍ଥରେ ନଥିଲା । ଅନ୍ୟ ଏକ ଅନୁବାଦରେ: “ଏହା ନିଶ୍ଚିତରୂପେ ବ୍ୟର୍ଥ ନଥିଲା !” (ଦେଖ: [[rc://*/ta/man/translate/figs-rquestion]])