# Are you so foolish? ଏହି ଅଳଙ୍କାରିକ ପ୍ରଶ୍ନ ପ୍ରକାଶ କରେ ଯେ ପାଉଲ ଆର୍ଶ୍ଚଯ୍ୟ ହେଲେ ଏବଂ ଏପରିକି କ୍ରୋଧିତ ହୋଇଥିଲେ ଯେ ଗାଲାତୀୟମାନେ ନିର୍ବୋଧ ଅଟନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଅତି ନିର୍ବୋଧ ଅଟ !” (ଦେଖ: [[rc://*/ta/man/translate/figs-rquestion]]) # by the flesh “ଶରୀର” ଶବ୍ଦ ପ୍ରୟାସ ନିମନ୍ତେ ଏକ ଲକ୍ଷଣ ସୂଚକ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମ ନିଜର ପ୍ରୟାସ ଦ୍ବାରା” କିମ୍ବା “ତୁମ ନିଜର କାର୍ଯ୍ୟ ଦ୍ବାରା” (ଦେଖ: [[rc://*/ta/man/translate/figs-metonymy]])