# Connecting Statement: ପାଉଲ ରୋମ୍ ର ଯିହୂଦୀ ନେତାମାନଙ୍କୁ କଥା କହିବା ଶେଷ କରୁଛନ୍ତି I # this salvation of God has been sent to the Gentiles ଈଶ୍ବର କିପରି ଲୋକମାନଙ୍କର ପରିତ୍ରାଣ କରନ୍ତି, ତତ୍ ସମ୍ବନ୍ଧୀୟ ସମ୍ବାଦ ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ପଠାଯାଇଥିବା ପଦାର୍ଥ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ବିଜାତିମାନଙ୍କର କିପରି ପରିତ୍ରାଣ କରିବେ, ସେ ବିଷୟରେ କହିବାପାଇଁ ଈଶ୍ବର ଆପଣା ବାର୍ତ୍ତାବାହକମାନଙ୍କୁ ପଠାଉଛନ୍ତି” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]]) # they will listen ସେମାନଙ୍କ ମଧ୍ୟରୁ କେତେକ ଶୁଣିବେ I ବିଜାତିମାନଙ୍କର ପ୍ରତ୍ୟୁତ୍ତର ସେହି ସମୟର ଯିହୂଦୀମାନେ ଯେଉଁ ପ୍ରକାର ପ୍ରତ୍ୟୁତ୍ତର କରିଥିଲେ, ତହିଁର ବିପରୀତ ଅଟେ I