# Connecting Statement: ପାଉଲ ରାଜା ଅଗ୍ରିପ୍ପାଙ୍କ ନିକଟରେ ଆପଣା ପକ୍ଷ ସମର୍ଥନ କରିବା ଶେଷ କରୁଛନ୍ତି I # to the common people and to the great ones about nothing ଏଠାରେ “କ୍ଷୁଦ୍ର ଲୋକ” ଓ “ମହାନ୍ ଲୋକ”ର ଅର୍ଥ “ସମସ୍ତ ଲୋକ I” ବିକଳ୍ପ ଅନୁବାଦ: “କ୍ଷୁଦ୍ର ଓ ମହାନ୍, ସମସ୍ତଙ୍କୁ, ଆଉ କିଛି ବିଷୟରେ ନୁହେଁ” (ଦେଖ: rc://*/ta/man/translate/figs-merism) # about nothing more than what ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେବଳ ସଠିକ୍ ବିଷୟରେ ଯାହା” # what the prophets ପାଉଲ ପୁରାତନ ନିୟମର ଭାବବାଦୀମାନଙ୍କ ସାମୂହିକ ଲେଖାକୁ ଉଲ୍ଲେଖ କରୁଛନ୍ତି I