# Therefore କାରଣ ମୁଁ ଏବେ ଯାହା କହିଅଛି, ତାହା ସତ୍ୟ ଅଟେ I ଦର୍ଶନରେ ପ୍ରଭୁ ତାହାଙ୍କୁ ଯାହା ଆଦେଶ କରିଥଲେ ପାଉଲ ତାହା ଏବେ ବର୍ଣ୍ଣନା କରିଥିଲେ I # I did not disobey ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ବାଧ୍ୟ ହେଲି” (ଦେଖ: [[rc://*/ta/man/translate/figs-doublenegatives]]) # the heavenly vision ଏହା ବ୍ୟକ୍ତି ଜଣକ ଦର୍ଶନରେ ପାଉଲଙ୍କୁ କହିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯାହା ମୋତେ ସ୍ବର୍ଗରୁ ଆଗତ ବ୍ୟକ୍ତି ଜଣକ ଦର୍ଶନରେ କହିଥିଲେ” (ଦେଖ: [[rc://*/ta/man/translate/figs-metonymy]])