# General Information: ଫେଷ୍ଟ କାଇସରିଆର ଶାସନକର୍ତ୍ତା ହେଉଛନ୍ତି I ତୁମେ ଏହି ନାମକୁ [ପ୍ରେରିତ ୨୪:୨୭](../24/27.md)ରେ କିପରି ଅନୁବାଦ କଲ ତାହା ଦେଖ I # Connecting Statement: ପାଉଲ କାଇସରିଆରେ ଜଣେ ବନ୍ଦୀ ଭାବରେ ରହିଛନ୍ତି I # Now ଏହା ବିବରଣୀ ମଧ୍ୟରେ ଗୋଟିଏ ନୂଆ ଘଟଣାର ଆରମ୍ଭକୁ ଚିହ୍ନଟ କରୁଛି I # Festus entered the province ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଫେଷ୍ଟ ଆପଣା ଶାସନ ଆରମ୍ଭ କରିବାକୁ ସେହି ଅଞ୍ଚଳରେ ପହଞ୍ଚିଲେ କିମ୍ବା ୨) ଫେଷ୍ଟ ଏହିଭଳି ସେହି ଅଞ୍ଚଳରେ ପହଞ୍ଚିଲେ I # he went from Caesarea up to Jerusalem ଏଠାରେ “ଉପରକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଥିଲା I