# General Information: ଫେଲିକ୍ସ ସେହି ଅଞ୍ଚଳର ରୋମୀୟ ଶାସନକର୍ତ୍ତା ଥିଲେ ଓ କାଇସରିଆରେ ରହୁଥିଲେ I ତୁମେ ଏହି ନାମକୁ [ପ୍ରେରିତ ୨୩:୨୪](../23/24.md)ରେ କିପରି ଅନୁବାଦ କଲ ତାହା ଦେଖ I # the Way ଏହା ଖ୍ରୀଷ୍ଟିୟାନମାନଙ୍କର ଗୋଟିଏ ଉପାଧି I ତୁମେ ଏହାକୁ [ପ୍ରେରିତ ୯:୨](../09/02.md)ରେ କିପରି ଅନୁବାଦ କଲ ତାହା ଦେଖ I # When Lysias the commander comes down ସେନାପତି ଲୂସିୟା ଆସିଲେ କିମ୍ବା “ସେନାପତି ଲୂସିୟା ଆସିବା ସମୟରେ” # Lysias ଏହା ପ୍ରଧାନ ସେନାପତିଙ୍କ ନାମ I ତୁମେ ଏହି ନାମକୁ [ପ୍ରେରିତ ୨୩:୨୬](../23/26.md)ରେ କିପରି ଅନୁବାଦ କଲ ତାହା ଦେଖ I # comes down from Jerusalem ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଥିଲା, ଏଥିପାଇଁ ଯିରୂଶାଲମରୁ ତଳକୁ ଆସିବା ବୋଲି କହିବା ସେମାନଙ୍କପାଇଁ ସାଧାରଣ ବିଷୟ ଥିଲା I # I will decide your case ତୁମ୍ଭ ବିରୁଦ୍ଧରେ ଏହିସବୁ ଅଭିଯୋଗ ବିଷୟରେ ଆମ୍ଭେ ଏକ ନିଷ୍ପତ୍ତି ନେବା କିମ୍ବା “ତୁମ୍ଭେ ଦୋଷୀ କି ନୁହଁ ଆମ୍ଭେ ବିଚାର କରିବା”