# General Information: ଏଠାରେ “ସେମାନେ” ଶବ୍ଦଟି ପାଉଲଙ୍କୁ ଦୋଷାରୋପ କରୁଥିବା ଯିହୂଦୀମାନଙ୍କୁ ବୁଝାଏ I # Connecting Statement: ପାଉଲ ତାହାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ବିଷୟରେ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟରେ ପକ୍ଷ ସମର୍ଥନ କରୁଛନ୍ତି I # the governor motioned ଶାସନକର୍ତ୍ତା ସଙ୍କେତ ଦେଲେ # a judge to this nation ଏଠାରେ “ଜାତି” ଯିହୂଦୀ ଜାତିର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀଜାତିର ଲୋକମାନଙ୍କ ପାଇଁ ଜଣେ ବିଚାରକର୍ତ୍ତା” (ଦେଖ: [[rc://*/ta/man/translate/figs-metonymy]]) # explain myself ମୋହର ପକ୍ଷ ସମର୍ଥନ