# It was only with a large amount of money ରୋମୀୟ ଅଧିକାରୀମାନଙ୍କୁ ମୁଁ ବହୁତ ଅର୍ଥ ଦେଲା ପରେ ଯାଇ I ସେନାପତି ଏହି ମନ୍ତବ୍ୟ ଦେଉଛନ୍ତି କାରଣ ସେ ଜାଣିଛନ୍ତି ଯେ ଜଣେ ରୋମୀୟ ନାଗରିକ ହେବା କେତେ କଷ୍ଟକର ଓ ସେ ସନ୍ଦେହ କରୁଛନ୍ତି ଯେ ପାଉଲ ସତ କହୁନାହାନ୍ତି I # I acquired citizenship ମୁଁ ନାଗରିକ ପଦ ପାଇଲି I “ନାଗରିକ ପଦ” ଗୋଟିଏ ଗୁଣବାଚକ ବିଶେଷ୍ୟ I ବିକଳ୍ପ ଅନୁବାଦ: “ମୁଁ ଜଣେ ନାଗରିକ ହେଲି” (ଦେଖ: [[rc://*/ta/man/translate/figs-abstractnouns]]) # I was born a Roman citizen ଯଦି ବାପା ଜଣେ ରୋମୀୟ ନାଗରିକ, ତେବେ ତାହାଙ୍କର ପିଲାମାନେ ସ୍ବାଭାବିକ ଭାବେ ଜନ୍ମ ସମୟଠାରୁ ରୋମୀୟ ନାଗରିକ ହେବେ I