# there you will be told ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେଠାରେ କେହି ଜଣେ ତୁମକୁ କହିବେ” କିମ୍ବା “ସେଠାରେ ତୁମେ ଜାଣି ପାରିବ” (ଦେଖ: [[rc://*/ta/man/translate/figs-activepassive]])