# they did not understand the voice of him who spoke to me ଏଠାରେ “ସ୍ବର” କେହି ଜଣେ କହୁଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋତେ କଥା କହୁଥିବା ବ୍ୟକ୍ତି ଜଣକ କ’ଣ କହୁଥିଲେ, ତାହା ସେମାନେ ବୁଝିଲେ ନାହିଁ” (ଦେଖ: [[rc://*/ta/man/translate/figs-synecdoche]])