# General Information: ଏଠାରେ “ସେ” ଓ “ତାହାଙ୍କ” ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I “ସେମାନଙ୍କୁ” ଶବ୍ଦଟି ପ୍ରାଚୀନମାନଙ୍କୁ ବୁଝାଏ I # Connecting Statement: ପାଉଲ ଓ ତାହାଙ୍କ ସଙ୍ଗୀମାନେ ଯିରୂଶାଲମରେ ପହଞ୍ଚୁଛନ୍ତି I # the brothers welcomed us ଏଠାରେ “ଭାଇମାନେ” ଯିରୂଶାଲମର ପୁରୁଷ ଅବା ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସହ-ବିଶ୍ବାସୀମାନେ ଆମ୍ଭମାନଙ୍କୁ ସ୍ବାଗତ କଲେ” (ଦେଖ: [[rc://*/ta/man/translate/figs-gendernotations]])