# be on guard. Remember ଜାଗିରୁହ ଓ ସ୍ମରଣ କର କିମ୍ବା “ସ୍ମରଣ କରିବା ସମୟରେ ଜାଗିରୁହ” # be on guard ସଚେତନ ରହି ଜାଗ୍ରତ ରୁହ କିମ୍ବା “ଜାଗିରୁହ I” ବିଶ୍ବାସୀ ସମୁଦାୟକୁ କୌଣସି ଲୋକ ଅନିଷ୍ଟ କରିବାରୁ ରକ୍ଷା କରିବା ନିମନ୍ତେ ଖ୍ରୀଷ୍ଟିୟାନ ନେତାମାନେ ସଚେତନ ରହିବା ବିଷୟକୁ ଏପରି କୁହାଯାଏ ସତେ ଯେପରି ସେମାନେ ଶତ୍ରୁ ସୈନ୍ୟକୁ ଜଗି ରହିଥିବା ସୈନ୍ୟବାହିନୀର ଜଣେ ଜଣେ ଜଗୁଆଳୀ I # Remember that ସ୍ମରଣ କରୁଥାଅ ଯେ କିମ୍ବା “ପାସୋରି ଯାଅ ନାହିଁ ଯେ” # for three years I did not stop instructing ... night and day ପାଉଲ ସେମାନଙ୍କୁ ନିରବଛିନ୍ନଭାବରେ ତିନି ବର୍ଷ ଧରି ଶିକ୍ଷା ଦେଇ ନ ଥିଲେ, ମାତ୍ର ତିନି ବର୍ଷର ସମୟ ସୀମା ମଧ୍ୟରେ I (ଦେଖ: [[rc://*/ta/man/translate/figs-hyperbole]]) # I did not stop instructing ମୁଁ ଚେତନା ଦେବାକୁ କ୍ଷାନ୍ତ ହୋଇ ନ ଥିଲି # with tears ଏଠାରେ “ଅଶ୍ରୁ” ପାଉଲଙ୍କର ଲୋକମାନଙ୍କୁ ଚେତନା ଦେଉଥିବା ସମୟରେ ତାଙ୍କର ଗଭୀର ଭାବପ୍ରବଣତା ଓ ସେ ଅନୁଭବ କରୁଥିବା ଉଦବେଗ ହେତୁ କ୍ରନ୍ଦନକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])