# General Information: ଏଠାରେ “ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ପାଉଲ, ବର୍ଣ୍ଣବ୍ବା ଓ ନିର୍ଦ୍ଦିଷ୍ଟ କେତେକଙ୍କୁ ବୁଝାଉଥିଲା ([ପ୍ରେରିତ ୧୫:୨](../15/02.md))I # They therefore, being sent by the church ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତେଣୁକରି ବିଶ୍ବାସୀମାନଙ୍କର ସମ୍ପ୍ରଦାୟ ସେମାନଙ୍କୁ ଆନ୍ତିୟଖିଆରୁ ଯିରୂଶାଲମକୁ ପଠାଇଲେ” (ଦେଖ: [[rc://*/ta/man/translate/figs-activepassive]]) # being sent by the church ଏଠାରେ “ମଣ୍ଡଳୀ” ଲୋକମାନଙ୍କୁ ବୁଝାଏ ଯେଉଁମାନେ ମଣ୍ଡଳୀର ଅଂଶବିଶେଷ ଥିଲେ I (ଦେଖ: [[rc://*/ta/man/translate/figs-metonymy]]) # passed through ... announced “ଦେଇ ଯାଉଁ ଯାଉଁ” ଓ “ଘୋଷଣା କଲେ” ଶବ୍ଦଗୁଡ଼ିକ ସୂଚାଏ ଯେ ସେମାନେ ବିଭିନ୍ନ ସ୍ଥାନରେ କିଛି ସମୟ ରହି ଈଶ୍ବର କରୁଥିବା କର୍ମଗୁଡ଼ିକ ବର୍ଣ୍ଣନା କରୁଥିଲେ I # announced the conversion of the Gentiles ଗୁଣବାଚକ ବିଶେଷ୍ୟ “ପରିବର୍ତ୍ତନ”ର ଅର୍ଥ ହେଉଛି ବିଜାତିମାନେ ମିଥ୍ୟା ଦେବତାସବୁକୁ ଅଗ୍ରାହ୍ୟ କରି ଈଶ୍ବରଙ୍କଠାରେ ବିଶ୍ବାସ କରୁଥିଲେ I ବିକଳ୍ପ ଅନୁବାଦ: “ସେହି ସ୍ଥାନଗୁଡିକରେ ବିଶ୍ବାସୀମାନଙ୍କର ସମ୍ପ୍ରଦାୟ ନିକଟରେ ବର୍ଣ୍ଣନା କଲେ ଯେ ବିଜାତିମାନେ ଈଶ୍ବରଙ୍କଠାରେ ବିଶ୍ବାସ କରୁଛନ୍ତି” (ଦେଖ: [[rc://*/ta/man/translate/figs-abstractnouns]]) # They brought great joy to all the brothers ସେମାନଙ୍କର ସମ୍ବାଦ ବିଶ୍ବାସୀମାନଙ୍କ ମଧ୍ୟରେ ଆନନ୍ଦ ଜନ୍ମାଇବା ବିଷୟରେ ଏପରି କୁହାଯାଏ ସତେ ଯେପରି “ଆନନ୍ଦ” ଏକ ଜିନିଷ ଯାହା ସେମାନେ ଭାଇମାନଙ୍କ ନିକଟକୁ ଆଣିଥିଲେ I ବିକଳ୍ପ ଅନୁବାଦ: “ସେମାନେ ଯାହା କହିଲେ ତାହା ସହ-ବିଶ୍ବାସୀମାନଙ୍କ ମଧ୍ୟରେ ଆନନ୍ଦ ଜନ୍ମାଇଲା” (ଦେଖ: [[rc://*/ta/man/translate/figs-metaphor]]) # the brothers ଏଠାରେ “ଭାଇମାନେ” ସହ-ବିଶ୍ବାସୀମାନଙ୍କୁ ବୁଝାଏ I