# God raised him up ଏଠାରେ ଉଠାଇବା ହେଉଛି ଏକ ରୂଢି ଯାହାର ଅର୍ଥ ଜଣେ ମୃତ ହୋଇଥିବା ଲୋକକୁ ପୁନର୍ବାର ଜୀବିତ ଅବସ୍ଥାକୁ ଆଣିବା I ବିକଳ୍ପ ଅନୁବାଦ: ଈଶ୍ବର ତାହାଙ୍କୁ ପୁନର୍ବାର ଜୀବିତ କଲେ” (ଦେଖ: [[rc://*/ta/man/translate/figs-idiom]]) # the third day ସେ ମୃତ ହେବାର ତୃତୀୟ ଦିନରେ # caused him to be seen ତାହାଙ୍କୁ ମୃତାମାନଙ୍କ ମଧ୍ୟରୁ ଉଠାଇବା ପରେ ଅନେକ ଲୋକଙ୍କୁ ତାହାଙ୍କୁ ଦେଖିବାର ସୁଯୋଗ ଦେଲେ