# On the following day ଏହା ସେମାନେ ଯାଫୋ ଛାଡିବାର ପର ଦିନ ଥିଲା I କାଇସରୀଆକୁ ଯାତ୍ରା କରିବା ଗୋଟିଏ ଦିନରୁ ଅଧିକ ଲାଗୁଥିଲା I # Cornelius was waiting for them କର୍ଣ୍ଣୀଲିୟ ସେମାନଙ୍କଠାରୁ ଆଶା କରୁଥିଲେ