# he saw the sky open ଏହା ପିତରଙ୍କ ଦର୍ଶନର ଆରମ୍ଭ ଥିଲା I ଏହା ଏକ ନୂଆ ବାକ୍ୟ ହୋଇପାରେ I # something like a large sheet ... four corners ପଶୁମାନଙ୍କୁ ଧରି ରଖିଥିବା ପାତ୍ରଟି ଏକ ଚାରି କୋଣ ବିଶିଷ୍ଟ ଲୁଗାର ବଡ ଚାଦର ପରି ଦେଖାଯାଉଥିଲା I # let down by its four corners ଏହାର ଚାରି କୋଣ ଧରି ଝୁଲି ଥାଇ କିମ୍ବା “ଏହାର ଚାରି କୋଣ ଅନ୍ୟ ଅଂଶ ଠାରୁ ଉପରେ ଥାଇ”