# General Information: ଏଠାରେ “ସେମାନେ” ଶବ୍ଦଟି କର୍ଣ୍ଣୀଲିୟଙ୍କର ଦୁଇ ଜଣ ଦାସ ଓ କର୍ଣ୍ଣୀଲିୟଙ୍କ ଅଧିନରେ ଥିବା ସୈନ୍ୟ ଜଣକୁ ବୁଝାଏ ([ପ୍ରେରିତ ୧୦:୭](../10/07.md))I # Connecting Statement: ଈଶ୍ବର କ’ଣ କରୁଛନ୍ତି ତାହା ଜଣାଇବାକୁ ଘଟଣାଟି କର୍ଣ୍ଣୀଲିୟଙ୍କଠାରୁ ପିତରଙ୍କ ନିକଟକୁ ସ୍ଥାନାନ୍ତରିତ ହୁଏ I # about the sixth hour ଅପରାହ୍ନ ସମୟରେ # up upon the housetop ଗୃହଗୁଡ଼ିକର ଛାତ ସମତଳ ଥିଲା ଓ ସେଗୁଡିକ ଉପରେ ଲୋକେ ଅନେକ ସମୟରେ ବିଭିନ୍ନ କାର୍ଯ୍ୟସବୁ କରୁଥିଲେ I