# to the upper room ଉପର କୋଠରୀକୁ ଯେଉଁଠାରେ ଦର୍କାର ଶରୀର ରଖାଯାଇଥିଲା # all the widows ଏହା ସମ୍ଭବ ଯେ ନଗରର ସମସ୍ତ ବିଧବାମାନେ ସେଠାରେ ଥିଲେ ଯେହେତୁ ଏହା ଏକ ବଡ ନଗର ନ ଥିଲା I # widows ସ୍ତ୍ରୀଲୋକମାନେ, ଯେଉଁମାନଙ୍କର ସ୍ବାମୀମାନେ ମରିଯାଇଥିଲେ ଓ ସେଥିପାଇଁ ସାହାଯ୍ୟ ଆବଶ୍ୟକ କରୁଥିଲେ # while she had been with them ଶିଷ୍ୟମାନଙ୍କ ସହିତ ଜୀବିତଥିବା ସମୟରେ