# General Information: ୨୭ ପଦ କୁଶ୍ ଦେଶର ଜଣେ ଲୋକଙ୍କର ପୃଷ୍ଠଭୂମି ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]]) # Connecting Statement: ଏହିଠାରୁ ଫିଲିପ୍ପ ଓ କୁଶ୍ ଦେଶୀୟ ଲୋକ ବିଷୟକ ଘଟଣାର ଅଂଶ ଆରମ୍ଭ ହୁଏ I # Now ଏହା ଘଟଣାର ପରିବର୍ତ୍ତନକୁ ଚିହ୍ନଟ କରେ I (ଦେଖ: [[rc://*/ta/man/translate/writing-newevent]]) # Arise and go ଏସବୁ କ୍ରିୟାପଦଗୁଡ଼ିକ ଏକତ୍ର ମିଶି ଗୁରୁତ୍ବ ଦିଅନ୍ତି ଯେ ସେ ସମୟସାପେକ୍ଷ ଏକ ଦୀର୍ଘ ଯାତ୍ରା ଆରମ୍ଭ କରିବା ନିମନ୍ତେ ପ୍ରସ୍ତୁତ ରହିବା ଉଚିତ I ବିକଳ୍ପ ଅନୁବାଦ: “ଯାତ୍ରା କରିବାକୁ ପ୍ରସ୍ତୁତ ହୁଅ” # goes down from Jerusalem to Gaza ଏଠାରେ “ତଳକୁ ଗମନ କଲେ” ବାକ୍ୟାଂଶ ବ୍ୟବହାର କରାଯାଇଛି କାରଣ ଯିରୂଶାଲମ ଗଜ୍ଜାଠାରୁ ଉଚ୍ଚ ସ୍ଥାନରେ ଥିଲା I # This road is in a desert ଅନେକ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଫିଲିପ୍ପ ଯେଉଁ ଅଞ୍ଚଳ ଦେଇ ଯାତ୍ରା କରିବେ, ତାକୁ ବୁଝାଇବାପାଇଁ ଲୂକ ଏହି ଟିପ୍ପଣୀକୁ ଯୋଡୁଛନ୍ତି I (ଦେଖ: [[rc://*/ta/man/translate/writing-background]])