# certainly seen ନିଶ୍ଚୟ ଦେଖିଅଛୁ I ଶବ୍ଦଟି ନିଶ୍ଚିତ ଭାବରେ ଦେଖିବା ଉପରେ ଗୁରୁତ୍ବ ଦେଉଛି I # my people “ଆମ୍ଭର” ଶବ୍ଦଟି ଗୁରୁତ୍ବ ଦେଉଛି ଯେ ଏହି ଲୋକମାନେ ଈଶ୍ବରଙ୍କର ଅଟନ୍ତି I ବିକଳ୍ପ ଅନିବାଦ: “ଅବ୍ରହାମ, ଇସାହାକ୍ ଓ ଯାକୁବଙ୍କର ସନ୍ତାନଗଣ” # I have come down to rescue them ବ୍ୟକ୍ତିଗତ ଭାବରେ ଆମ୍ଭେ ସେମାନଙ୍କୁ ଉଦ୍ଧାର କରିବା # now come ପ୍ରସ୍ତୁତ ହୁଅ I ଈଶ୍ବର ଏଠାରେ ଏକ ଆଦେଶ କରୁଛନ୍ତି I