# he died ନିଶ୍ଚିତ କର ଯେ ଏହା ଏପରି ବୁଝା ନ ଯାଉ ସତେ ଯେପରି ସେ ମିଶରରେ ପହଞ୍ଚିବା ସଙ୍ଗେ ସଙ୍ଗେ ମୃତ୍ୟୁଭୋଗ କଲେ I ବିକଳ୍ପ ଅନୁବାଦ: “ଘଟଣାକ୍ରମେ ଯାକୁବ ମୃତ୍ୟୁଭୋଗ କଲେ I # he and our fathers ଯାକୁବ ଓ ତାଙ୍କର ପୁତ୍ରମାନେ, ଯେଉଁମାନେ ଆମ୍ଭମାନଙ୍କର ପିତୃପୁରୁଷ ଥିଲେ