# On their second trip ସେମାନଙ୍କର ପରବର୍ତ୍ତୀ ଯାତ୍ରାରେ (ଦେଖ: [[rc://*/ta/man/translate/translate-ordinal]]) # made himself known ଯୋଷେଫ ଆପଣା ଭାଇମାନଙ୍କୁ ସେମାନଙ୍କର ଭାଇ ଭାବରେ ଆପଣାର ପରିଚୟ ଦେଲେ I # Joseph's family became known to Pharaoh ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଫାରୋ ଜାଣିବାକୁ ପାଇଲେ ଯେ ସେମାନେ ଯୋଷେଫଙ୍କ ପରିବାର ଅଟନ୍ତି I (ଦେଖ: [[rc://*/ta/man/translate/figs-activepassive]])