# General Information: ଏହି ପଦଗୁଡ଼ିକ ସ୍ତିଫାନ ଓ ଅନ୍ୟ ଲୋକମାନଙ୍କର ପୃଷ୍ଠଭୂମି ସୂଚନା ଦିଏ ଯାହା ଘଟଣାଟିକୁ ବୁଝିବାପାଇଁ ମହତ୍ବପୂର୍ଣ୍ଣ ଅଟେ I (ଦେଖ: [[rc://*/ta/man/translate/writing-background]]) # Connecting Statement: ଏଇଠୁ ଘଟଣାର ଏକ ନୂଆ ଅଂଶ ଆରମ୍ଭ ହୁଏ I # Now Stephen ଏହା ଘଟଣାର ଏହି ଅଂଶରେ ସ୍ତିଫାନଙ୍କୁ ମୁଖ୍ୟ ଚରିତ୍ର ଭାବରେ ପରିଚୟ କରାଏ I (ଦେଖ: [[rc://*/ta/man/translate/writing-participants]]) # Stephen, full of grace and power, was doing “ଅନୁଗ୍ରହ” ଓ “ଶକ୍ତି” ଶବ୍ଦଗୁଡ଼ିକ ଈଶ୍ବରଙ୍କଠାରୁ ପ୍ରାପ୍ତ ଶକ୍ତିକୁ ବୁଝାଏ I ଏହାକୁ ବାହ୍ୟିକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସ୍ତିଫାନଙ୍କୁ କାର୍ଯ୍ୟ କରିବାକୁ ଶକ୍ତି ଦେଉଥିଲେ” (ଦେଖ: [[rc://*/ta/man/translate/figs-explicit]])