# After this man ଥିଉଦାର ପରେ # in the days of the census ଜନଗଣନା ସମୟରେ # drew away some people after him ଏହାର ଅର୍ଥ ଏହି ଯେ ରୋମୀୟ ସରକାରଙ୍କ ବିରୁଦ୍ଧରେ ତାହା ସହିତ ମିଶି ବିଦ୍ରୋହ କରିବାକୁ ସେ କେତେ ଲୋକଙ୍କୁ ମତାଇଥିଲା I ବିକଳ୍ପ ଅନୁବାଦ: “ଅନେକ ଲୋକଙ୍କୁ ଆପଣାର ଅନୁଗତ କରାଇଲା” କିଅବା “ଅନେକ ଲୋକଙ୍କୁ ବିଦ୍ରୋହରେ ତାହା ସହିତ ଯୋଗଦେବାପାଇଁ ମତାଇଲା” (ଦେଖ: [[rc://*/ta/man/translate/figs-idiom]])