# his wife also knew it ତାଙ୍କର ଭାର୍ଯ୍ୟା ମଧ୍ୟ ଜାଣିଥିଲେ ଯେ ସେ ବିକ୍ରୀକରି ପାଇଥିବା ଅର୍ଥର କିଛି ଅଂଶ ଲୁଚାଇ ରଖିଥିଲେ # laid it at the apostles' feet ଏହାର ଅର୍ଥ ଏହି ଯେ ସେମାନେ ପ୍ରେରିତମାନଙ୍କ ପାଖରେ ଅର୍ଥ ଆଣି ଥୋଇଥିଲେ I [ପ୍ରେରିତ ୪:୩୫](../04/35.md)ରେ ତୁମ୍ଭେ ଏହାକୁ କିପରି ଅନୁବାଦ କରିଥିଲ ତାହା ଦେଖ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କ ପାଖରେ ଥୋଇଲେ” କିମ୍ବା “ପ୍ରେରିତମାନଙ୍କୁ ଦେଲେ” (ଦେଖ: [[rc://*/ta/man/translate/figs-idiom]])