# great grace was upon them all ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଯେ ଈଶ୍ବର ବିଶ୍ବାସୀମାନଙ୍କୁ ବହୁଳଭାବରେ ଆଶୀର୍ବାଦ କରୁଥିଲେ କିମ୍ବା ୨) ଯେ ଯିରୂଶାଲମର ଲୋକମାନେ ବିଶ୍ବାସୀମାନଙ୍କୁ ଅତି ଅଧିକ ମାନ୍ୟ କରୁଥିଲେ I