# There is no salvation in any other person ବିଶେଷ୍ୟ ପଦ “ପରିତ୍ରାଣ”କୁ କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I ଏହାକୁ ସକରାତ୍ମକ ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ କେବଳ ଏକ ମାତ୍ର ବ୍ୟକ୍ତି, ଯେ କି ପରିତ୍ରାଣ କରିବାକୁ ସମର୍ଥ” (ଦେଖ: [[rc://*/ta/man/translate/figs-abstractnouns]]) # no other name under heaven given among men ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ବର କାହାକୁ ଆଉ ସେ ନାମ ଦେଇନାହାନ୍ତି“ (ଦେଖ: [[rc://*/ta/man/translate/figs-activepassive]]) # no other name ... given among men “ମନୁଷ୍ୟମାନଙ୍କ ମଧ୍ୟରେ .. ନାମ” ବାକ୍ୟାଂଶଟି ଯୀଶୁଙ୍କ ବ୍ୟକ୍ତିତ୍ବକୁ ବୁଝାଏ I ବିକଳ୍ପ ଅନୁବାଦ: “ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଥିବା କୌଣସି ବ୍ୟକ୍ତିଙ୍କୁ, ଯାହାଙ୍କ ଦ୍ବାରା” (ଦେଖ: [[rc://*/ta/man/translate/figs-metonymy]]) # under heaven ଜଗତର ସବୁ ସ୍ଥାନକୁ ଦର୍ଶାଇବାର ଏହା ଏକ ଭାଷା I ବିକଳ୍ପ ଅନୁବାଦ: “ଜଗତ ମଧ୍ୟରେ” (ଦେଖ: [[rc://*/ta/man/translate/figs-idiom]]) # by which we must be saved ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଆମ୍ଭମାନଙ୍କୁ ପରିତ୍ରାଣ କରିପାରିବ” ଅବା “ଯିଏ ଆମ୍ଭମାନଙ୍କୁ ପରିତ୍ରାଣ କରିପାରିବେ” (ଦେଖ: [[rc://*/ta/man/translate/figs-activepassive]])