# if we this day are being questioned ... by what means was this man made well? ପିତର ସ୍ପଷ୍ଟ କରିବା ନିମନ୍ତେ ଏହି ପ୍ରଶ୍ନ ପଚାରୁଛନ୍ତି ଯେ ସେମାନେ ବିଚାରର ସମ୍ମୁଖୀନ ହେବାର ଏହା ହେଉଛି ପ୍ରକୃତ କାରଣ I ବିକଳ୍ପ ଅନୁବାଦ: “ଆପଣମାନେ ଆଜି ଆମ୍ଭମାନଙ୍କୁ ପଚାରୁଅଛନ୍ତି ... ଆମ୍ଭେମାନେ କେଉଁ ଶକ୍ତିରେ ଏହାକୁ ସୁସ୍ଥ କରିଅଛୁ” (ଦେଖ: [[rc://*/ta/man/translate/figs-rquestion]]) # we this day are being questioned ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣମାନେ ଆଜି ଆମ୍ଭମାନଙ୍କୁ ପଚାରୁଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # by what means was this man made well ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ ଆମ୍ଭେମାନେ କେଉଁ ଶକ୍ତିରେ ଏହି ଲୋକକୁ ସୁସ୍ଥ କରିଅଛୁ” (ଦେଖ: [[rc://*/ta/man/translate/figs-activepassive]])