# General Information: ଏଠାରେ “ଆମ୍ଭେ” ଶବ୍ଦଟି ଯୋହନ ଏବଂ ତାହାଙ୍କ ସହିତ ଯେଉଁମାନେ ଥିଲେ ସେମାନଙ୍କୁ ସୂଚିତ କରେ ଏବଂ ଗାୟଙ୍କୁ ସମ୍ପୃକ୍ତ କରେ ନାହିଁ । (ଦେଖ:[[rc://*/ta/man/translate/figs-exclusive]]) # Demetrius is borne witness to by all ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଦୀମୀତ୍ରିୟଙ୍କୁ ଜାଣନ୍ତି ସମସ୍ତେ ତାହଙ୍କ ବିଷୟରେ ସାକ୍ଷ ଦିଅନ୍ତି” କିମ୍ବା “ପ୍ରତ୍ୟେକ ବିଶ୍ବାସୀମାନେ ଯେଉଁମାନେ ଦୀମୀତ୍ରିୟ ଜାଣନ୍ତି ସେମାନେ ତାହାଙ୍କ ବିଷୟରେ ଭଲ କହନ୍ତି” (ଦେଖ:[[rc://*/ta/man/translate/figs-activepassive]]) # Demetrius ସେ ସମ୍ଭବତଃ ଜଣେ ବ୍ୟକ୍ତି ଅଟନ୍ତି ଯେତେବେଳେ ସେ ପରିଦର୍ଶନ କରିବା ନିମନ୍ତେ ଆସନ୍ତି ଯାହାଙ୍କୁ ଗାୟ ଏବଂ ମଣ୍ଡଳୀସମୁହ ସ୍ବାଗତ କରିବା ନିମନ୍ତେ ଯୋହନ ଚାହାନ୍ତି । (ଦେଖ:[[rc://*/ta/man/translate/translate-names]]) # by the truth itself ସତ୍ୟ ନିଜେ ତାହାଙ୍କ ବିଷୟରେ ଉତ୍ତମ କୁହେ । ଏଠାରେ “ସତ୍ୟ” ଜଣେ ବ୍ୟକ୍ତି କଥା କହୁଥିବା ସଦୃଶ ବର୍ଣ୍ଣନା କରାଯାଏ । ଅନ୍ୟ ଏକ ଅନୁବାଦରେ: “ସମସ୍ତେ ଯେଉଁମାନେ ସତ୍ୟକୁ ଜାଣନ୍ତି ସେ ଜଣେ ଉତ୍ତମ ବ୍ୟକ୍ତି ଅଟନ୍ତି । (ଦେଖ: [[rc://*/ta/man/translate/figs-personification]] ଏବଂ [[rc://*/ta/man/translate/figs-explicit]] ଏବଂ [[rc://*/ta/man/translate/figs-rpronouns]]) # We also bear witness ଯୋହନ ଯାହା ସୁନିଶ୍ଚିତ କରିଛନ୍ତି ତାହା ପରିଲକ୍ଷିତ ଅଟେ ଏବଂ ଏଠାରେ ନିର୍ଦ୍ଧିଷ୍ଟ ଭାବରେ ଉଦ୍ଦେଶ୍ୟ କରାଯାଏ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ମଧ୍ୟ ଦୀମୀତ୍ରିୟଙ୍କ ବିଷୟରେ ଭଲ କହୁଅଛୁ” (ଦେଖ:[[rc://*/ta/man/translate/figs-ellipsis]])