# The crown of righteousness has been reserved for me ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋ ନିମନ୍ତେ ଧାର୍ମିକତାର ମୁକୁଟ ସଂରକ୍ଷିତ କରି ରଖିଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # crown of righteousness ସମ୍ଭାବିତ ଅର୍ଥଗୁଡିକ ହେଲା ୧) ମୁକୁଟ ହେଉଛି ପୁରସ୍କାର, ଯାହା ଈଶ୍ବର ଯଥାର୍ଥଭାବରେ ଜୀବନ ଯାପନ କରୁଥିବା ଲୋକମାନଙ୍କୁ ଦିଅନ୍ତି କିମ୍ବା ୨) ମୁକୁଟ ଧାର୍ମିକତାର ଗୋଟିଏ ରୂପକ I ଗୋଟିଏ ପ୍ରତିଯୋଗିତାର ବିଚାରକର୍ତ୍ତା ଯେପରି ବିଜେତାଙ୍କୁ ମୁକୁଟ ଦିଅନ୍ତି, ଯେତେବେଳେ ପାଉଲ ଆପଣା ଜୀବନ ଶେଷ କରିବେ, ଈଶ୍ବର ପାଉଲଙ୍କୁ ଧାର୍ମିକ ବୋଲି ଘୋଷଣା କରିବେ I (ଦେଖ: [[rc://*/ta/man/translate/figs-metaphor]]) # crown ଲରେଲ୍ ବୃକ୍ଷର ପତ୍ରରୁ ନିର୍ମିତ ଗୋଟିଏ ମାଳା, ଯାହା କ୍ରୀଡା ପ୍ରତିଯୋଗିତାରେ ବିଜେତାମାନଙ୍କୁ ଦିଆଯାଉଥିଲା # on that day ଯୀଶୁଙ୍କ ପୁନରାଗମନ ଦିନରେ କିମ୍ବା “ଈଶ୍ବର ଲୋକମାନଙ୍କର ବିଚାର କରିବା ଦିନରେ” # but also to all those who have loved his appearing ପାଉଲ ଏହି ଘଟଣା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଘଟିଯାଇଛି I ଏହାକୁ ଗୋଟିଏ ଭବିଷ୍ୟତର ଘଟଣା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମାତ୍ର ଯେଉଁମାନେ ତାହାଙ୍କ ପୁନରାଗମନକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି, ସେମାନଙ୍କୁ ମଧ୍ୟ ସେ ତାହା ଦେବେ” (ଦେଖ: [[rc://*/ta/man/translate/figs-pastforfuture]])