# to the point of being bound with chains as a criminal ଏଠାରେ “ବନ୍ଧନରେ”ର ଅର୍ଥ ବନ୍ଦୀଭାବରେ ରହିବା I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବନ୍ଦୀଶାଳାରେ ଜଣେ ଅପରାଧୀ ପରି ବନ୍ଧନଗ୍ରସ୍ତ ହେବା ପର୍ଯ୍ୟନ୍ତ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-activepassive]]) # the word of God is not bound ଏଠାରେ “ଆବଦ୍ଧ” ହେବା ବିଷୟ ଜଣେ ବନ୍ଦୀ ପ୍ରତି ଘଟୁଥିବା ବିଷୟକୁ ବୁଝାଏ ଓ ବାକ୍ୟାଂଶଟି ଗୋଟିଏ ରୂପକ, ଯାହାର ଅର୍ଥ ଏହା ଯେ କେହି ଈଶ୍ବରଙ୍କ ବାକ୍ୟକୁ ବନ୍ଦ କରି ପାରିବେ ନାହିଁ I ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟକୁ କେହି ବନ୍ଦୀଶାଳାରେ ରଖିପାରିବେ ନାହିଁ” କିମ୍ବା “ଈଶ୍ବରଙ୍କ ବାକ୍ୟକୁ କେହି ବନ୍ଦ କରିପାରିବେ ନାହିଁ” (ଦେଖ: [[rc://*/ta/man/translate/figs-metaphor]])