# ୧ ଥେସଲନୀକୀୟ ୦୫ ସାଧାରଣ ସୂଚନା ## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ ପ୍ରାଚୀନ ନିକଟପ୍ରାଚ୍ୟ ଦେଶର ଶୈଳୀ ଅନୁସାରେ ପାଉଲ ଆପଣାର ପତ୍ରକୁ ସମାପ୍ତ କରୁଛନ୍ତି I ## ଏହି ଅଧ୍ୟାୟର ବିଶେଷ ଧାରଣା ### ପ୍ରଭୁଙ୍କ ଦିନ ପ୍ରଭୁଙ୍କ ଆଗମନ ଦିନର ସଠିକ୍ ସମୟ ଜଗତ ନିମନ୍ତେ ଗୋଟିଏ ଆଶ୍ଚର୍ଯଚକିତ ବିଷୟ ହେବ I ଏହା ହିଁ “ରାତ୍ରିରେ ଚୋର ଆସିଲା ପରି” ଉପମାର ଅର୍ଥ ଅଟେ I ସେଥି ସକାଶୁ ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ଜୀବନ କାଟିବା ଆବଶ୍ୟକ I (ଦେଖ: [[rc://*/tw/dict/bible/kt/dayofthelord]] ଓ [[rc://*/ta/man/translate/figs-simile]]) ### ଆତ୍ମାଙ୍କୁ ନିର୍ବାଣ କର ଏହାର ଅର୍ଥ ହେଉଛି ପବିତ୍ର ଆତ୍ମାଙ୍କ ଚାଳନା ଓ କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟ କରିବା ବା ପବିତ୍ର ଆତ୍ମାଙ୍କ ଚାଳନା ଓ କାର୍ଯ୍ୟକୁ ଅବଜ୍ଞା କରିବା I