# Connecting Statement: ଯେଉଁମାନେ ବ୍ୟଭିଚାର ଓ ଅନ୍ୟସମସ୍ତ ମନ୍ଦ କର୍ମ କରିବାଠାରୁ ସଂଶୋଧିତ ହେବାକୁ ମନା କରନ୍ତି ସେହି ପ୍ରକାର ବିଶ୍ବାସୀମାନଙ୍କ ସହିତ ମଣ୍ଡଳୀରେ କିପରି ବ୍ୟବହାର କରିବାକୁ ହେବ ପାଉଲ ତାହା ଜଣାଉଛନ୍ତି # anyone who is called ଯେଉଁ ଲୋକ ନିଜକୁ ଏପରି କହେ # brother ଏଠାରେ ଏହାର ଅର୍ଥ ଜଣେ ସାଥୀ ଖ୍ରୀଷ୍ଟିୟାନ, ସେ ପୁରୁଷ ହେଉ ବା ମହିଳା ହେଉ I