# the immoral people of this world ଯେଉଁ ଲୋକମାନେ ଏକ ଅନୈତିକ ଜୀବନଶୈଳୀରେ ଜୀବନ ଯାପନ କରିବାକୁ ପସନ୍ଦ କରନ୍ତି, ସେମାନେ ବିଶ୍ବାସୀ ନୁହଁନ୍ତି # the greedy ଯେଉଁମାନେ ଲୋଭୀ ଅଟନ୍ତି ବା “ଅନ୍ୟମାନଙ୍କ ନିକଟରେ ଥିବା ବିଷୟକୁ ପାଇବା ପାଇଁ ଯେଉଁମାନେ ଇଚ୍ଛାକୃତ ଭାବରେ ଅସାଧୁ ହେଉଛନ୍ତି” # swindlers ଏହାର ଅର୍ଥ ହେଉଛି ଯେଉଁ ଲୋକମାନେ ଅନ୍ୟର ସମ୍ପତ୍ତି ପାଇଁବା ପାଇଁ ଠକନ୍ତି । # you would need to go out of the world ତୁମ୍ଭେମାନେ ସମସ୍ତ ଲୋକମାନଙ୍କଠାରୁ ଦୂରରେ ରହିବା ଆବଶ୍ୟକ