# When we are reviled, we bless ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଲୋକମାନେ ଆମ୍ଭମାନଙ୍କୁ ତିରସ୍କାର କରନ୍ତି, ଆମ୍ଭେମାନେ ସେମାନଙ୍କୁ ଆଶୀର୍ବାଦ କରୁଅଛୁ” ବା ଯେତେବେଳେ ଲୋକମାନେ ଆମ୍ଭେମାନଙ୍କୁ ଉପହାସ କରନ୍ତି , ଆମ୍ଭେମାନେ ସେମାନଙ୍କୁ ଆଶୀର୍ବାଦ କରୁଅଛୁ”(ଦେଖ:[[rc://*/ta/man/translate/figs-activepassive]]) # When we are persecuted ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଲୋକମାନେ ଆମ୍ଭମାନଙ୍କୁ ତାଡ଼ନା ଦିଅନ୍ତି” (ଦେଖ:[[rc://*/ta/man/translate/figs-activepassive]])