# Connecting Statement: ପାଉଲ ମନୁଷ୍ୟର ଜ୍ଞାନ ଓ ଈଶ୍ବରଙ୍କ ଜ୍ଞାନ ମଧ୍ୟରେ ଥିବା ପାର୍ଥକ୍ୟକୁ ପ୍ରକାଶ କରୁଛନ୍ତି I ସେ ଗୁରୁତ୍ବ ଦେଇ କହନ୍ତି ଯେ ଆତ୍ମିକ ଜ୍ଞାନ ଈଶ୍ବରଙ୍କଠାରୁ ଆସିଥାଏ । # brothers ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନେ, ଯହିଁରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ।