# what is low and despised ଜଗତ ଯେଉଁମାନଙ୍କୁ ଅଗ୍ରାହ୍ୟ କରିଅଛି । ବିକଳ୍ପ ଅନୁବାଦ: “ଯେଉଁମାନେ ନମ୍ର ଓ ତୁଛୀକୃତ ହୋଇଅଛନ୍ତି” # things that are regarded as nothing ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ସାଧାରଣତଃ ମୂଲ୍ୟହୀନ ବୋଲି ମନେ କରନ୍ତି” (ଦେଖ:[[rc://*/ta/man/translate/figs-activepassive]]) # nothing, to bring to nothing things that are held as valuable କିଛିନୁହେଁ । ଲୋକମାନେ ଯାହାକୁ ବହୁତ ମୂଲ୍ୟବାନ ବୋଲି ମନେ କରନ୍ତି ତାହା ଯେ ପ୍ରକୃତରେ ମୂଲ୍ୟହୀନ ଏହା ପ୍ରକାଶ କରିବା ନିମନ୍ତେ ସେ ଏପରି କରିଅଛନ୍ତି # things that are held as valuable ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଲୋକମାନେ ଯେଉଁ ଜିନିଷକୁ ଆର୍ଥିକ ଭାବେ ମୂଲ୍ୟବାନ୍ ବୋଲି ଭାବନ୍ତି” ବା “ଲୋକମାନେ ଯେଉଁ ଜିନିଷକୁ ଗୌରବଜନକ ବୋଲି ଭାବନ୍ତି”