# Connecting Statement: ଈଶ୍ବରଙ୍କ ସମ୍ମୁଖରେ ବିଶ୍ବାସୀମାନଙ୍କର ସ୍ଥାନ ବିଷୟରେ ପାଉଲ ଗୁରୁତ୍ବ ଦିଅନ୍ତି । # Not many of you ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ” # wise by human standards ଯାହାକୁ ଅଧିକାଂଶ ଲୋକମାନେ ଜ୍ଞାନୀ ବୋଲି କହନ୍ତି # of noble birth ବିଶେଷ, କାରଣ ତୁମ୍ଭମାନଙ୍କ ପରିବାର ଗୁରୁତ୍ବପୂର୍ଣ୍ଣ ଅଟେ